ଆମର ମେକାନିକ୍ ନେଟୱର୍କ ସହିତ ଯୋଗଦିଅନ୍ତୁ
AXEL MOTOR CARE ଆମ ଅଞ୍ଚଳର ମେକାନିକ୍ ଭାଇମାନଙ୍କୁ ଆମ ସହିତ ଯୋଗଦେବାକୁ ଆମନ୍ତ୍ରଣ କରୁଛି। ଆମେ ଉଚ୍ଚ ଗୁଣସ୍ତରର engine oil ଓ lubricants ଯୋଗାଇ ଦେଉଛୁ, ଯାହା ଗାଡିର engine performance କୁ ଭଲ କରେ ଓ engine life ବଢ଼ାଏ।
ଯଦି ଆପଣ ଏକ ମେକାନିକ୍ ଓ ଆପଣଙ୍କ garage କିମ୍ବା workshop ରେ ଭଲ quality ର engine oil ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ AXEL MOTOR CARE ସହିତ ଯୋଗଦିଅନ୍ତୁ।
ଆମ ସହିତ ଯୋଗଦେଲେ ଆପଣଙ୍କୁ ମିଳିବ
✔ ଉଚ୍ଚ ଗୁଣସ୍ତରର engine oil ଓ lubricants
✔ ଭଲ price ରେ products
✔ ନିୟମିତ product supply
✔ business support
✔ ଆଗାମୀଦିନରେ mechanic support programs
କିଏ ଯୋଗଦେଇପାରିବେ?
• Bike mechanic
• Car mechanic
• Truck mechanic
• Garage owners
• Automobile workshop technicians
ଯୋଗଦେବା ପାଇଁ ସମ୍ପର୍କ କରନ୍ତୁ
📞 Phone: 9556596993
💬 WhatsApp: 7653925955
📍 Location: Patrapada, Bhubaneswar, Odisha
ଆଜିହିଁ AXEL MOTOR CARE ସହିତ ଯୋଗଦିଅନ୍ତୁ ଓ ଆପଣଙ୍କ business କୁ ଆଗକୁ ବଢ଼ାନ୍ତୁ।